4 min

Story is life. Story connects people & place and spreads positivity. Prema Upahaar is my first gift‪.‬ Sabita Patnaik

    • Drama

ଚାରି ବର୍ଷ ତଳେ sawan celebration ରେ program host କରିବା ଦାୟିତ୍ୱ ଟିକୁ ନୂଆ ଢଙ୍ଗ ରେ ଉପସ୍ଥାପନା କରିବାକୁ ପ୍ରୟାସ କଲାବେଳେ ଏହି ଗପଟିର ସୃଷ୍ଟି ହୋଇଥିଲା ବର୍ଷା situation କୁ ନେଇ ଏହା ଏକ romantic କାହାଣୀ ଅତୀତ ର ପ୍ରେମ ଅନୁଭୂତି କୁ ନେଇ ଯେଉଁମାନେ ଏବେ ବି ଶିହରଣ ଅନୁଭବ କରନ୍ତି ,କି ଯେଉଁମାନେ ଏବେ ନୂଆ ନୂଆ ପ୍ରେମ ଅନୁଭୂତି କୁ ସାଉଁଟିବାରେ ବ୍ୟସ୍ତ, ଏବଂ ଯେଉଁମାନେ ଆଗାମୀ ଦିନରେ ପ୍ରେମ ଦୁନିଆ ରେ ପାଦ ଥାପିବାକୁ ଯାଉଛନ୍ତି ସେଇ ସମସ୍ତଙ୍କ ପାଇଁ ଏଇଟା ମୋର "ପ୍ରେମ ଉପହାର" ଏହି ଧାରା ଶ୍ରାବଣ ରେ