19 episodes

ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ପରେ ସଦ୍ୟ ପ୍ରକାଶିତ ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ରେ ସ୍ଥାନ ପାଇଥିବା ବିଭିନ୍ନ ସ୍ୱାଦର ୧୧ଟି ଯାକ କାଳ୍ପନିକ ଗଳ୍ପକୁ ମୁଁ ନିଜ ମୁହଁରେ ଆପଣମାନଙ୍କୁ ଶୁଣେଇବାକୁ ଚେଷ୍ଟା କରିବି। ଏ ଥରର ଗଳ୍ପଗୁଡ଼ିକ ବି ଶ୍ରୋତାଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ, ଏହା ମୋର ଦୃଢ଼ ବିଶ୍ୱାସ।

ଅନ୍ତର୍ଦୃଷ୍ଟି (ANTARDRUSHTI‪)‬ INDU BHUSAN MOHANTY

    • Arts

ମୋର ପ୍ରଥମ ଗଳ୍ପ ପୁସ୍ତକ "ଜୀବନ ଜୁଆ" ପରେ ସଦ୍ୟ ପ୍ରକାଶିତ ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ରେ ସ୍ଥାନ ପାଇଥିବା ବିଭିନ୍ନ ସ୍ୱାଦର ୧୧ଟି ଯାକ କାଳ୍ପନିକ ଗଳ୍ପକୁ ମୁଁ ନିଜ ମୁହଁରେ ଆପଣମାନଙ୍କୁ ଶୁଣେଇବାକୁ ଚେଷ୍ଟା କରିବି। ଏ ଥରର ଗଳ୍ପଗୁଡ଼ିକ ବି ଶ୍ରୋତାଙ୍କୁ ନିଶ୍ଚିତ ଭାବେ ଭଲ ଲାଗିବ, ଏହା ମୋର ଦୃଢ଼ ବିଶ୍ୱାସ।

    ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ଦ୍ୱିତୀୟ ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି"।

    ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ଦ୍ୱିତୀୟ ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି"।

    ସମ୍ପୂର୍ଣ କାଳ୍ପନିକ ବିଷୟବସ୍ତୁକୁ ନେଇ ରଚିତ ମୋର ବର୍ତ୍ତମାନର ଗଳ୍ପ "ପ୍ରଥମ ପ୍ରେମର ସ୍ମୃତି" - ବୟସର ସାୟାହ୍ନର ଅବ୍ୟକ୍ତ ଅଭିବ୍ୟକ୍ତି । ପ୍ରେମ କେବଳ ଯୁବାବସ୍ଥାର ଏକ ଉନ୍ମତ୍ତ ଅନୁଭୂତି ନୁହେଁ । ପ୍ରେମ ଏକ ନୈସର୍ଗିକ ଅନୁଚେତନା, ଯାହା ସମସ୍ତଙ୍କ ଜୀବନକୁ ସରସ, ସୁନ୍ଦର କରେ ତା'ର ଅଦୃଶ୍ୟ ସ୍ପର୍ଶରେ । ଏଇ ବିଷୟବସ୍ତୁକୁ ନେଇ ଗଳ୍ପଟି ଗତିଶୀଳ । ଶୁଣିବେ, ନିଶ୍ଚିତ ଭାବେ ଭଲ ଲାଗିବ । ଧନ୍ୟବାଦ ।

    • 16 min
    ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ପ୍ରଥମ ଗଳ୍ପ "ଦରିଆ ସେପାରିର ବୋହୂ"।

    ମୋର ଦ୍ଵିତୀୟ ଗଳ୍ପ ସଂକଳନ "ଅନ୍ତର୍ଦୃଷ୍ଟି"ର ପ୍ରଥମ ଗଳ୍ପ "ଦରିଆ ସେପାରିର ବୋହୂ"।

    ଏକ କାଳ୍ପନିକ ବିଷୟବସ୍ତୁକୁ ନେଇ ପ୍ରସ୍ତୁତ କରୁଛି "ଦରିଆ ସେପାରିର ବୋହୂ"। ଶ୍ରୋତାଙ୍କ ଧୈର୍ଯ୍ୟକୁ ଲକ୍ଷ୍ୟରେ ରଖି, ଗଳ୍ପଟିକୁ ମୁଁ ଦୁଇଟି episode ମାଧ୍ୟମରେ ବର୍ଣ୍ଣନା କରିବାକୁ ଚେଷ୍ଟା କରିଛି। ଆଶା କରୁଛି, ମୋର ଏ ଗଳ୍ପଟି ନିଶ୍ଚୟ ଭଲ ଲାଗିବ। ମତାମତ ଦେଲେ ମୁଁ ଖୁସି ହେବି। ଧନ୍ୟବାଦ।

    • 31 min
    SPECIAL EPISODE on International Mother's Day.

    SPECIAL EPISODE on International Mother's Day.

    ମା' - ଛୋଟ ଶବ୍ଦଟିଏ । ମମତାର ସୁଗଭୀର ସୀମାହୀନ ସାଗର, ସ୍ନେହର ପ୍ରତିମୂର୍ତ୍ତି, ଦୟାର ଅବତାର - ମା'। ସେଥିପାଇଁ ତ ସେ "ସ୍ୱର୍ଗାଦପି ଗରିୟସୀ"। ସେଇ ମା' ଉଦ୍ଦେଶ୍ଯରେ ସମର୍ପିତ ମୋର ବର୍ତ୍ତମାନର ଏଇ ଅଧ୍ୟାୟ ।

    • 9 min
    SPECIAL EPISODE - କରୋନା

    SPECIAL EPISODE - କରୋନା

    କରୋନାରେ ସାରା ବିଶ୍ୱଟା ଏବେ ଆତଙ୍କିତ । ଆମ ଭାରତର ଅବସ୍ଥା ତ ଅତି ସାଂଘାତିକ । ଏଇ ସମୟରେ ସତର୍କତା ଅବଲମ୍ବନ ଏକମାତ୍ର ପନ୍ଥା । ସାବଧାନ ହୁଅନ୍ତୁ, ପରିବାର ସହ ସୁରକ୍ଷିତ ରହନ୍ତୁ । ଧନ୍ୟବାଦ ।

    • 10 min
    SPECIAL EPISODE - "THE SILLY MISTAKE"

    SPECIAL EPISODE - "THE SILLY MISTAKE"

    This is a story in English for my listeners, those who are listening stories of my book "JIBANA JUA" and also for the listeners of other states speaking different languages other than Odia.

    • 23 min
    SPECIAL EPISODE - ଉତ୍କଳ ଦିବସ ଉପଲକ୍ଷେ ... ...

    SPECIAL EPISODE - ଉତ୍କଳ ଦିବସ ଉପଲକ୍ଷେ ... ...

    ପବିତ୍ର ଉତ୍କଳ ଦିବସ ଅବସରରେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ।

    • 4 min

Top Podcasts In Arts

Glad We Had This Chat with Caroline Hirons
Wall to Wall Media
Lecture du coran
Aelia Phosphore
Lil Wayne Net Worth Podcast
Lil Wayne Net Worth
Something Scary
Studio71
大学生が本を紹介するラジオ
ST
The Strangest Secret by Earl Nightingale
Joseph