କଥାଟିଏ କହୁଁ (Katha Tie Kahun) Pravanjan Mohapatra
-
- Educación
Stories of Life
-
ସ୍ମୃତି ବିସ୍ମୃତି
କବି: ସ୍ୱର୍ଗତ ନିବେଦିତା ସୁବୁଦ୍ଧି
---
Send in a voice message: https://podcasters.spotify.com/pod/show/pravanjan-mohapatra/message -
ଶ୍ୟାମଳୀ କନ୍ୟା
ତୁମେ ମୋର ଧୂସର ମାଟିର ଶ୍ୟାମଳୀ କନ୍ୟା, ତୁମେ ମୋର ଉଦାସୀ ମନର ଉଛୁଳା ବନ୍ୟା।
ତୁମ ବିନା ଜୀବନ ଏ ପ୍ରଶ୍ନବାଚୀ ଚିହ୍ନ;
ତୁମ ସାଥେ ଜୀବନ ଯେ ଗହନ ବନ।
ସେ ବନରେ ମନ ମୋର ଆକାଶ ଖୋଜେ;
ଆକାଶର ତାରା ସବୁ ତୁମକୁ ଦେଖେ।
ଈର୍ଷା ଭରା ଆଖି ମୋର କୁହୁଳି କାନ୍ଦେ;
ଇଚ୍ଛା ହୁଏ ତୁମକୁ ମୁଁ ବାହୁରେ ବାନ୍ଧେ। ଦେବିନାହିଁ କାହାକୁ ମୋର ଏ ଖୁସି; ତୁମେ ପରା ଜୀବନର ସବୁ ସମ୍ପତି।
---
Send in a voice message: https://podcasters.spotify.com/pod/show/pravanjan-mohapatra/message -
Pilanka Kahinki (ପିଲାଙ୍କ କାହିଁକି) - ଅନ୍ଧାରରେ ଆମ ଆଖିକୁ ଦିଶେ ନାହିଁ କାହିଁକି?
Why our eyes can not see in darkness?
---
Send in a voice message: https://podcasters.spotify.com/pod/show/pravanjan-mohapatra/message