Bhagabata Geeta Katha Jyoti Prasad Pattanayak
-
- Religion & Spirituality
We will travel along a series of talks and stories to understand the Great Bhagabata Geeta.
This series will be in Odia.
-
ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୮
ଆମେ ଏହି ଏପିସୋଡ଼ରେ ଜାଣିବା ଧୃତରାଷ୍ଟ୍ର ଏବଂ ପାଂଡୁଙ୍କ ବିବାହ ବିଷୟରେ ଏବଂ ସେମାନଙ୍କର ସନ୍ତାନପ୍ରାପ୍ତି ବିଷୟରେ ଆମେ ଚିହ୍ନିବା ଗାନ୍ଧାରୀ ଏବଂ କୁନ୍ତୀଙ୍କ ଭଳି ମହିଳା ଚରିତ୍ର ମାନଙ୍କ ବିଷୟରେ
-
ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୭
ଆଜିର ଏହି ଏପିସୋଡ଼ରେ ଆମେ ଶୁଣିବା ବିଚିତ୍ରବିର୍ଯ୍ୟଙ୍କ ମୃତ୍ୟୁପରେ ଅମ୍ବିକା ଏବଂ ଅମ୍ବାଳିକାଙ୍କ ଗର୍ଭରୁ କିଭଳି ଧୃତରାଷ୍ଟ୍ର ଏବଂ ପାଂଡୁ ଜନ୍ମ ହୋଇଥିଲେ, ଏବ କିଭଳି ପାଣ୍ଡୁଙ୍କୁ ଶାସନ ଭାର ମିଳିଥିଲା
-
ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୬
ଏହି ଏପିସୋଡ଼ରେ ଆମେ ଶୁଣିବା ସତ୍ୟବତୀଙ୍କ ସନ୍ତାନ ଚିତ୍ରାଙ୍ଗଦ ଏବଂ ବିଚିତ୍ରବୀର୍ଯ୍ୟଙ୍କ ରାଜପଦ ପ୍ରାପ୍ତି ବିଷୟରେ କାହାଣୀ ମହାଭାରତର ବିଶାଳ କାହାଣୀର କ୍ଷୁଦ୍ରାଂଶ ମାତ୍ର ଆମେ ଶୁଣିବା ପ୍ରତ୍ୟେକ ଏପିସୋଡ଼ରେ
-
ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୫
ଆମେ ଏହି ଏପିସୋଡ଼ରେ ଶୁଣିବା ଶାନ୍ତନୁ ଏବଂ ସତ୍ୟବତୀଙ୍କ କଥା, ଭୀଷ୍ମଙ୍କ ପ୍ରତିଜ୍ଞା ଏବଂ ପିତାଙ୍କ ପାଇଁ ରାଜପଦ ତଥା ବିବାହକୁ ତ୍ୟାଗ କରିବା କଥା
-
ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୪
ଆସନ୍ତୁ ଶୁଣିବା ମହାଭାରତର କାହାଣୀ ଆଜିର ଏହି ଏପିସୋଡ଼ରେ ଆମେ ଜାଣିବା ଶାନ୍ତନୁ ଏବଂ ଗଙ୍ଗାଙ୍କ କାହାଣୀ ଏବଂ କିଭଳି ପିତାମହ ଭୀଷ୍ମଙ୍କ ଜନ୍ମ ହୋଇଥିଲା
-
ଓଡ଼ିଆ ଭାଗବତ ଗୀତା ବ୍ୟାଖ୍ୟା : ଭାଗ ୩
ଆସନ୍ତୁ ଜାଣିବା ଭାଗବତ ଗୀତା କେମିତି ଲେଖା ହୋଇଥିଲା? ମହାଭାରତର ସୃଷ୍ଟି ବିଷୟରେ ଜାଣିବା ଆମେ ଏହି ଏପିସୋଡ଼ରେ