70本のエピソード

In this Odia audio series, Meena takes you through her adventures with her brother Raju and per parrot Mithu discussing the lives of children in South Asia - in the setting of their village and beyond.

Meena: a spirited, nine-year old girl is an animated character from South Asia who tackles key issues affecting children, and promotes the protection and rights of girls.

In each episode, Meena addresses a specific set of issues in an entertaining, informative, and a positive way.

Thank you for listening to this podcast by SwasthyaPlus, the Odia digital health platform. The content in this podcast has been developed and produced by UNICEF. This podcast is an effort to digitally disseminate the Meena series for public awareness around public health, child rights, and various other social issues.

Meena - Odia Series ODICAST

    • キッズ/ファミリー

    Genius

    Genius

    ସମସ୍ତ ପିଲା ମାନସିକ ଏବଂ ଶାରୀରିକ ଭାବେ ଚାଲାକ ହୋଇନଥାନ୍ତି। ସେମାନଙ୍କ ପାଇଁ ସୁଯୋଗର ଆବଶ୍ୟକତା ରହିଛି। ପିଲାଙ୍କ ଭିତରେ ଲୁଚି ରହିଥିବା ପ୍ରତିଭାକୁ ସାମ୍ନାକୁ ଆଣିବା ପାଇଁ ସୁଯୋଗ ଦେବା ଦରକାର। କୌଣସି ପିଲାକୁ ଆଡ଼ ଆଖିରେ ଦେଖିବା ଉଚିତ ନୁହେଁ। ସେମାନଙ୍କ ମନରେ ସାହସ ଆଣିବା ପାଇଁ ସେମାନଙ୍କୁ ବାରମ୍ବାର ଉତ୍ସାହିତ କରିବା ଉଚିତ। ମୀନା ଅଡିଓ ସିରିଜର 'ବୁଦ୍ଧିଆର ବୁଦ୍ଧି' ଅଧ୍ୟାୟରେ ପିଲାଙ୍କ ପ୍ରତିଭାକୁ ସୁଯୋଗ ଦେବା ବିଷୟରେ ଗୁରୁତ୍ୱ ଦିଆଯାଇଛି।

    • 14分
    Meena's Grandma

    Meena's Grandma

    ବାହାରକୁ ଶୌଚ ଯିବା ଆଦୌ ଉଚିତ ନୁହେଁ। ବାହାରକୁ ଶୌଚ ଯିବା ଫଳରେ ବାହାରର ରୋଗ ଜୀବାଣୁ ଆମ ଦେହରେ ବିଭିନ୍ନ ଉପାୟରେ ପ୍ରବେଶ କରିଥାନ୍ତି। ଯାହା ଦ୍ୱାରା ଆମେ ଅନେକ ରୋଗରେ ଆକ୍ରାନ୍ତ ହୋଇଥାଉ। ଏହା ସହ ବାହାରକୁ ଶୌଚ ଯିବା ଏକ ସମ୍ମାନଜନକ କଥା ନୁହେଁ। ମୀନା ଅଡିଓ ସିରିଜ 'ମୀନାର ବଡ଼ ଜେଜେମା' ଅଧ୍ୟାୟରେ ପାଇଖାନା ବ୍ୟବହାର କରିବା ଉପରେ ଗୁରୁତ୍ୱ ଦିଆଯାଇଛି।

    • 13分
    Sister's Letter

    Sister's Letter

    ଖାଇବା ପୂର୍ବରୁ ହାତ ଧୋଇ ଖାଇବା ଉଚିତ। ଏପରି କଲେ ରୋଗ ଜୀବାଣୁ ଆମ ଶରୀର ଭିତରକୁ ପ୍ରବେଶ କରିପାରନ୍ତି ନାହିଁ। ଫଳରେ ଆମେ ସୁସ୍ଥ ଏବଂ ନିରୋଗ ଜୀବନ ବିତାଇଥାଉ। ଆମ ହାତରେ ଥିବା ରୋଗ ଜୀବାଣୁ ଖାଲି ଆଖିକୁ ଦେଖା ଯାଆନ୍ତି ନାହିଁ। ହାତ ସଫା ଥିବା ପରି ଆମକୁ ମନେ ହୋଇଥାଏ। ହେଲେ ଏଡି ଅଦ୍ୟଶ୍ୟ ଜୀବାଣୁ ଆମ ଶରୀରକୁ ଯାଇ ରୋଗ ସୃଷ୍ଟି କରିଥା'ନ୍ତି। ମୀନା ଅଡିଓ ସିରିଜ "ଦିଦିଙ୍କ ଚିଠି" ଅଧ୍ୟାୟରେ ସାବୁନ ହାତ ଧୋଇ ଖାଇବା ଉପରେ ଗୁରୁତ୍ୱ ଦିଆଯାଇଛି।

    • 13分
    Be Safe

    Be Safe

    ବାହାର ଖାଦ୍ୟରେ ବିଭିନ୍ନ ରୋଗ ଜୀବାଣୁ ଥାଆନ୍ତି। ସେ ସବୁ ଖାଦ୍ୟ ଖାଇବା ଫଳରେ ଶରୀରକୁ ରୋଗ ଆକ୍ରାନ୍ତ କରିଥାଏ। ସ୍ୱାଦ କାରଣରୁ ବାହାର ଖାଦ୍ୟ ଖାଇବା ଅନୁଚିତ। ବାହାରର ରୋଗ ଜୀବାଣୁ ଖାଦ୍ୟରେ ବସିଥାଆନ୍ତି। ଯାହା ଆମକୁ ଖାଲି ଆଖିକୁ ଦେଖାଯାଇନଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ବାହାର ଖାଦ୍ୟ ନଖାଇବାକୁ ପରାମର୍ଶ କରାଯାଇଛି।

    • 13分
    Water Hygiene

    Water Hygiene

    ଦୂଷିତ ଜଳ ବ୍ୟବହାର କରିବା ଦ୍ୱାରା ବିଭିନ୍ନ ରୋଗ ଦେଖାଦିଏ। ପେଟ ରୋଗଠାରୁ ଆରମ୍ଭ କରି ଚର୍ମରୋଗ ପର୍ଯ୍ୟନ୍ତ ଅନେକ ରୋଗର ଏକ ମୁଖ୍ୟ କାରଣ ଦୂଷିତ ଜଳ। ଦୂଷିତ ଜଳକୁ ସେବନ କରିବା ଫଳରେ ସେଥିରେ ଥିବା ଜୀବାଣୁ ଶରୀର ଭିତରକୁ ପ୍ରବେଶ କରି ରୋଗ ସୃଷ୍ଟି କରାନ୍ତି। ଅପରିଷ୍କାର ପାଣିରେ ଗାଧୋଇବା ଫଳରେ ଦେହ ହାତରେ ବିଭିନ୍ନ ଚର୍ମ ରୋଗ ଦେଖାଦେଇଥାଏ। ମୀନା ଅଡିଓ ସିରିଜ 'ହାତ ବଢ଼ାଅ' ଅଧ୍ୟାୟରେ ଦୂଷିତ ଜଳର କୁପ୍ରଭାବ ଉପରେ ଆଲୋଚନା କରାଯାଇଛି।

    • 13分
    The Running Competition

    The Running Competition

    ପ୍ରତ୍ୟେକ ବିଦ୍ୟାଳୟରେ ପାଣିର ସୁବ୍ୟବସ୍ଥା ରହିବା ଆବଶ୍ୟକ। ବିଶେଷ କରି ପିଲାମାନଙ୍କ ପିଇବା ପାଇଁ ଏବଂ ସଫାସୁତୁରା ରହିବା ପାଇଁ ପାଣିର ଦରକାର ରହିଛି। ପାଣିର ସୁବ୍ୟବସ୍ଥା ନଥିଲେ ଅନେକ ସମସ୍ୟା ଦେଖାଦେଇଥାଏ। ମୀନା ଅଡିଓ ସିରିଜର ଏହି ଅଧ୍ୟାୟରେ ସ୍କୁଲରେ ପାଣି ନଥିବାରୁ ଶୋଷରେ ମୀନାର ସାଙ୍ଗ ମିଲି ଦୌଡ଼ ପ୍ରତିଯୋଗିତାରେ ହାରି ଯାଇଛି।

    • 13分

キッズ/ファミリーのトップPodcast

今晩、子どもと何話す?
NewsPicks for Kids
子育てのラジオ「Teacher Teacher」
はるか と ひとし
Lingokids: Stories for Kids —Learn life lessons and laugh!
Lingokids
Disney Magic of Storytelling
ABC11 North Carolina
耳で英絵本!| 英語朗読 | 子供向け
BabyBus
TED Talks Kids and Family
TED