
ଟୁଟିଯାଇଥିବା ସମ୍ପର୍କ କିପରି ଠିକ୍ କରିବେ? | Can broken relationships be restored? | ଆତ୍ମିକ ଯାତ୍ରା -EP-005 | Daily Devotional by Premasis Satman
ଟୁଟିଯାଇଥିବା ସମ୍ପର୍କ କିପରି ଠିକ୍ କରିବେ? | Can broken relationships be restored? | ଆତ୍ମିକ ଯାତ୍ରା -EP-005 | Daily Devotional by Premasis Satman ବିବରଣୀ ଯେଉଁଠି ଇର୍ଷ୍ୟା ଓ ଘୃଣା ରହିଥାଏ, ସେଠି ବିକ୍ଷୋଭ ଓ ଅସ୍ଥିରତା ଅନିବାର୍ୟ। ଏହି ଧ୍ୟାନରେ, ପ୍ରେମାଶିଷ ସତମନ ଆମକୁ ଉତ୍ସାହିତ କରୁଛନ୍ତି ଯେ ଆମେ ଖ୍ମାର ଶକ୍ତିକୁ ବୁଝି ବିଭିନ୍ନ ସମ୍ପର୍କରେ ପ୍ରେମରେ ଚାଲିବା ଶିଖିବା। ଯିଏ ଖ୍ମା କରିପାରେ, ସେ ଆତ୍ମିକ ଜୟ ଓ ଆନ୍ତରିକ ସ୍ୱାସ୍ଥ୍ୟ ଅନୁଭବ କରେ। English Summary : Where there is strife, there is confusion. In today’s devotional, Premasis Satman shows us how forgiveness restores what bitterness destroys. True wisdom is choosing love over resentment, and healing comes when we walk in God’s love—towards others and ourselves. PS.Today କୁ ନେଇ: PS.Today ଏକ ଆତ୍ମିକ ମଞ୍ଚ ଯାହା ଏକ ଦିନିକ ଧ୍ୟାନ ମାଧ୍ୟମରେ ଈଶ୍ୱରଙ୍କ ଉଦ୍ଧାର ବାଣୀକୁ ଓଡ଼ିଆ, ହିନ୍ଦୀ ଓ ଇଂରାଜୀରେ ଲୋକଙ୍କୁ ପହଞ୍ଚାଉଛି। ଏହା ଆମେ ଦିନକୁ ଆତ୍ମିକ ଭାବରେ ଶକ୍ତିଶାଳୀ ହେବାକୁ ଓ ଭଲପାଇବା ରେ ଚାଲିବାକୁ ଉତ୍ସାହିତ କରେ। ️ Author Bio: ପ୍ରେମାଶିଷ ସତମନ ଜଣେ ମିଶନେରୀ, ବାଇବେଲ ଶିକ୍ଷକ, ଓ ଦୈନିକ ଧ୍ୟାନ ଲେଖକ। ସେ PS.Today (Proclaim Salvation Today) ର ସ୍ଥାପକ ଓ ଉଦ୍ୟମୀ ଅଟୁଟ ଆଶା ସହିତ ଉତ୍ତର ଓ ଦକ୍ଷିଣ ଆସିଆରେ ସୁସମ୍ବାଦ ପ୍ରଚାର କରୁଛନ୍ତି। * Read all daily devotionals: https://www.ps.today/devotional * Read this devotional: https://www.ps.today/or/devotional/06-05/walking-in-love-and-restoring-relationships * Prayer request: https://www.ps.today/prayer-request * Facebook: https://www.facebook.com/PremasisSatman * LinkTree: https://linktr.ee/Premasis ️ #ForgivenessHeals #WalkInLove #RestoreRelationships #PSDevotional #ଖ୍ମାରଶକ୍ତି #ପ୍ରେମରେଚାଲନ୍ତୁ #ସମ୍ପର୍କଉଦ୍ଧାର #ପ୍ରେମାଶିଷସତମନ
जानकारी
- कार्यक्रम
- प्रकाशित4 जून 2025 को 11:30 pm UTC बजे
- लंबाई7 मिनट
- रेटिंगश्लील